April 16, 2024

ଆର.ଉଦୟଗିରିରେ ୨ଦୁର୍ବୃତ୍ତ ଗିରଫ, ୩ଦେଶୀ ବନ୍ଧୁକ ଜବତ

1 min read

ଆଓରି-ଭୁବନେଶ୍ଵର(୧୩/୦୩) : ନିର୍ବାଚନ ତାରିଖ ଘୋଷଣା ହୋଇଥିବା ବେଳେ ରାଜନୈତିକ ଉଷ୍ଣତା ବଢିବାରେ ଲାଗିଛି । ତେବେ ଏହା ପୂର୍ବରୁ ଆର.ଉଦୟଗିରିରେ ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଦେଶୀ ବନ୍ଧୁକ ଜବତ କରିଛି । ରଣାଲଇ ନିକଟରୁ ପୋଲିସ ଦୁଇଜଣ ଦୁର୍ବୃତ୍ତକୁ ଗିରଫ କରିବା ସହ ୩ଟି ଦେଶୀ ବନ୍ଧୁକ ଜବତ କରିଛି । ନିର୍ବାଚନ ପୂର୍ବରୁ ଗଣ୍ଡଗୋଳ ଆଶଙ୍କାରେ ଏହାକୁ ନିଆଯାଉଥିବା ପୋଲିସ ଅନୁମାନ କରିଛି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.