ଆଜି ରାଜ୍ୟରେ ୧୧, ୬୨୩ କରୋନା ଆକ୍ରାନ୍ତ ଚିହ୍ନଟ
1 min read
ଆଓରି-ଭୁବନେଶ୍ଵର(୨୬/୦୫) : ରାଜ୍ୟରେ କ୍ରମାଗତା ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ହୁ ହୁ ହୋଇ ବଡ଼ୁଛି ସଂକ୍ରମଣ। ଆଜି ରାଜ୍ୟରୁ ୧୧, ୬୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୬୫୦୯ ଜଣ କ୍ୱାରେଣ୍ଟାଇନ କେନ୍ଦ୍ରରୁ ହୋଇଥିବାବେଳେ ୫୧୧୪ ଜଣ ସ୍ଥାନୀୟ ଅଞ୍ଚଳର ।ଏଥିସହ ରାଜ୍ୟର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୨୬୦୦୩ ରେ ପହଞ୍ଚିଛି । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲାରୁ ୨୦୨୧ ଜଣ ରହିଥିବା ଜଣାପଡ଼ିଛି ।