ଆଜିର ରାଶିଫଳ
1 min read
ମେଷ: ଦିନଟି ବ୍ୟସ୍ତତାରେ କଟିବ। ଆପଣଙ୍କର କୌଣସି ବ୍ୟକ୍ତିଙ୍କ ସହିତ ବିତର୍କ ହୋଇପାରେ। ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଭାବି ପାରନ୍ତି। ଘରୋଇ ଚିନ୍ତା ଧୀରେ ଧୀରେ ସମାପ୍ତ ହେବ। ଶୁଭରଙ୍ଗ: ଧୂସର। ଆରାଧନା: ବାବା ଆଖଣ୍ତଳମଣି।
ମିଥୁନ: ବ୍ୟବସାୟରେ ନୂଆ ଯୋଜନା ପ୍ରୟୋଗ କରିବା ଲାଗି ଦିନଟି ଭଲ। ଆର୍ଥିକ ସ୍ଥିତି ବଢ଼ିଆ ରହିବ। ସମାଜରେ ପ୍ରାଧାନ୍ୟ ବୃଦ୍ଧି କରିବାକୁ ଚେଷ୍ଟା କରିବେ। ଜମି ଏବ˚ ବାହନ କିଣିବା ଲାଗି ଦିନଟି ଶୁଭ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ବାବା କପିଳାସ।
ସିଂହ: ଆଜି ଭାଗ୍ୟ ଆପଣଙ୍କ ସହିତ ରହିବ। ପୂର୍ବରୁ କୌଣସି ସ୍ଥଗିତ ଥିବା କାମ ପୂରା ହେବ। ନୂଆ ଘର କିଣିବା ପାଇଁ ଯୋଜନା କରିବେ। ପ୍ରେମ ଜୀବନ ଖୁବ୍ ରୋଚକ ଓ ଆନନ୍ଦମୟ ରହିବ। ଶୁଭରଙ୍ଗ: ମାଜେଣ୍ତା। ଆରାଧନା: ମହାଲକ୍ଷ୍ମୀ।
କନ୍ୟା: ଦିନଟି ଆପଣଙ୍କ ଉଦାର ସ୍ଵଭାବ ଲାଗି ପ୍ରସନ୍ନତା ନେଇ ଆସିଛି। ଯାତ୍ରା ସୁଖଦ ଓ ଲାଭପ୍ରଦ ହେବ। ଚାକିରିରେ ଦାୟିତ୍ବ ବୃଦ୍ଧି ହେବ। ଜୀବନସାଥୀଙ୍କ ସହିତ କୌଣସି ସମାରୋହକୁ ଯିବେ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀକୃଷ୍ଣ।
ତୁଳା: ବ୍ୟବସାୟ ଓ ଚାକିରି ସମ୍ବନ୍ଧିତ କାମ ପୂରା ହେବ। ଓକିଲଙ୍କ ଲାଗି ଦିନଟି ଲାଭଦାୟକ ରହିବ। ସମସ୍ୟାର ସମାଧାନ ସହଜରେ ହେବ। ପରିବାର ସହିତ ହସଖୁସିରେ ସମୟ କଟିବ। ଶୁଭରଙ୍ଗ: ନୀଳ। ଆରାଧନା: ମା କାଳୀ।
ବିଛା: ଦିନଟି ଆପଣଙ୍କ ଲାଗି ଶୁଭ ସଂକେତ ନେଇ ଆସିବ। ପରିଶ୍ରମର ଫଳ ଦ୍ବିଗୁଣା ପାଇବେ। କୌଣସି ବିଶେଷ କାର୍ଯ୍ୟରେ ଯାତ୍ରାରେ ଯିବେ। ପୁସ୍ତକ ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ଶୁଭରଙ୍ଗ: ଲାଲ। ଆରାଧନା: ପ୍ରଭୁ ହନୁମାନ।
ଧନୁ: ଆଜି କୌଣସି କଥାକୁ ନେଇ ମନରେ ଦ୍ଵନ୍ଦ ରହିବ। ଧୈର୍ଯ୍ୟ ଧରି କାମ କରନ୍ତୁ; ସଫଳତା ପାଇବେ। ପାରିବାରିକ ସମସ୍ୟାକୁ ନେଇ ଜୀବନସାଥୀଙ୍କ ସହିତ ଆଲୋଚନା କରନ୍ତୁ; ସମାଧାନର ବାଟ ବାହାରିପାରେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମା ଦୁର୍ଗା।
ମକର: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ଆପଣ ବହୁତ କାମ ଦିମାକରେ କରିନେବେ। ଭଲ ଲୋକଙ୍କ ସହାୟତାରେ ଧନଲାଭ ଯୋଗ ରହିଛି। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ବାବା କପିଳାସ।
କୁମ୍ଭ: ଦିନଟି ଆପଣଙ୍କ ଲାଗି ଠିକ୍ଠାକ୍ ରହିବ। ଅଫିସରେ ଲାଗି ରହିଥିବା ବିଶୃଙ୍ଖଳା ସମାପ୍ତ ହେବ। ପ୍ରବନ୍ଧକର୍ତ୍ତା ଆପଣଙ୍କୁ ନୂଆ ଦାୟିତ୍ଵ ଅର୍ପଣ କରିବେ। ଜୀବନସାଥୀଙ୍କ ବ୍ୟବହାର ପ୍ରେମଭରା ରହିବ। ଶୁଭରଙ୍ଗ: ନୀଳ। ଆରାଧନା: ମହାଲକ୍ଷ୍ମୀ।
ମୀନ: ଦିନଟି ଆପଣଙ୍କ ଲାଗି ଉନ୍ନତିକାରକ ହେବ। କିଛି ନା କିଛି ନୂଆ କରିବା ପାଇଁ ଚେଷ୍ଟା କରନ୍ତୁ। ପଇସା ମାମଲାରେ ଚିନ୍ତା ସମାପ୍ତ ହେବ। ଅପରିଚିତଙ୍କ ସହିତ କଥାବାର୍ତ୍ତା ପରେ ବନ୍ଧୁତା ସ୍ଥାପନ କରିବେ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମା ତାରିଣୀ।