ମହାରାଷ୍ଟ୍ର ଏବଂ ଉତ୍ତରପ୍ରଦେଶ ବିଜେପି ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ସ୍ଵତନ୍ତ୍ର ଦେବ ସିଂହ ଏବଂ ଚନ୍ଦ୍ରକାନ୍ତ ପାଟିଲ
ଆଓରି-ନୂଆଦିଲ୍ଲୀ(୧୬/୦୭) : ବିଜେପି କେତେକ ରାଜ୍ୟରେ ଏହାର ନେତୃତ୍ଵ ପରିବର୍ତ୍ତନ କରିଛି। ବିଶେଷକରି ଉତ୍ତରପ୍ରଦେଶ ଏବଂ ମହାରାଷ୍ଟ୍ରରେ ଦଳ ପକ୍ଷରୁ ନୂଆ ଅଧ୍ୟକ୍ଷଙ୍କୁ ନିଯୁକ୍ତ କରାଯାଇଛି। ସ୍ଵତନ୍ତ୍ର...