1 min read ସ୍ୱାସ୍ଥ୍ୟ ଅଂଶୁଘାତରୁ ରକ୍ଷାପାଇବା ପାଇଁ ଆପଣାନ୍ତୁ ଏହି ଉପାୟ 4 years ago aajiraodisha ଖରାଦିନେ ଝାଳ ଅଧିକ ପରିମାଣରେ ବାହାରୁଥିବାରୁ ଶରୀରରୁ ଜଳୀୟ ଅଂଶ ହ୍ରାସ ପାଇଥାଏ। ଏଣୁ ବିଶେଷକରି ବୟସ୍କ ଲୋକେ ଓ ଗର୍ଭବତୀ ମହିଳା ଏ ଦିଗ ପ୍ରତି...