ଆନ୍ତର୍ଜାତୀୟ ଜିଓ ଟିଭି ପାକିସ୍ତାନରେ ବନ୍ଦ ହେଲା 5 years ago aajiraodisha ଆଜିର ଓଡିଶା (ତା୭।୪)- ପାକିସ୍ତାନରେ ଅଧିକାଂଶ ସମୟ ସେନାର ଆଗରେ ଦେଶର ସରକାର ବି ମୁଣ୍ଡ ନୁଆନ୍ତି । ଏବେ ସେପରି ଏକ ଅବସ୍ଥା ଦେଖିବାକୁ ମିଳିଛି...