June 4, 2023

ହକି ବିଶ୍ଵକପ ; ଫାଇନାଲରୁ ଓହରିଲା ସ୍ପେନ

1 min read
Hockey-World-Cup-Aajira-Odisha

ଆଓରି-ଭୁବନେଶ୍ଵର(୮/୧୨) : ପୁରୁଷ ହକି ବିଶ୍ୱକପରୁ ବିଦା ହେଲା ସ୍ପେନ୍ । ବଡ ବିପର୍ଯ୍ୟୟ ଘଟାଇଛି ସ୍ପେନ । କଳିଙ୍ଗ ଷ୍ଟାଡିୟମରେ ଗୁରୁବାର ମ୍ୟାଚରେ ଆର୍ଜେଣ୍ଟିନାକୁ ୫-୩ ଗୋଲରେ ପରାସ୍ତ କରି କ୍ରସଓଭର ଖେଳିବା ଲାଗି ଫ୍ରାନ୍ସ ଯୋଗ୍ୟତା ଅର୍ଜନ କରିଛି । ଆର୍ଜେଣ୍ଟିନା ପୂର୍ବରୁ ୨ଟି ମ୍ୟାଚ୍ ଜିତି କ୍ୱାର୍ଟର ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିବା ବେଳେ ୪ ପଏଣ୍ଟ ସହ ୨ୟ ସ୍ଥାନରେ ରହିଛି ଫ୍ରାନ୍ସ । ସେହିପରି ନ୍ୟୁଜିଲାଣ୍ଡ ସହ ମ୍ୟାଚକୁ ୨-୨ ଗୋଲରେ ଅମୀମାଂସିତ ରଖିବା ପରେ ୧ ପଏଣ୍ଟ ପାଇଥିବା ସ୍ପେନ ପ୍ରଥମ ଦଳ ଭାବେ ବିଶ୍ୱକପରୁ ବିଦାୟ ନେଇଛି । ଫ୍ରାନ୍ସ ସହ ନ୍ୟୁଜିଲାଣ୍ଡ ପୁଲ-ଏରୁ କ୍ରସ ଓଭର ଖେଳିବାର ଯୋଗ୍ୟତା ପାଇଛି ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.