March 19, 2023

ପରମହଂସ ଯୋଗାନନ୍ଦଙ୍କ ୧୨୫ତମ ଜୟନ୍ତୀ ଅବସରରେ ୧୨୫ ଟଙ୍କିଆ କଏନ୍‌ ଜାରି କଲେ ଭାରତ ସରକାର

1 min read

ଆଓରି-ନୂଆଦିଲ୍ଲୀ(୩୦/୧୦) : ପୃଥିବୀରେ ଯୋଗ ଶିକ୍ଷାର ପ୍ରସାର କରାଇଥିବା ପରମହଂସ ଯୋଗାନନ୍ଦଙ୍କ ୧୨୫ତମ ଜୟନ୍ତୀ ଅବସରରେ ଭାରତ ସରକାରଙ୍କ ପକ୍ଷରୁ ୧୨୫ ଟଙ୍କିଆ କଏନ୍‌ ଜାରି କରାଯାଇଛି। ଏହାର ଓଜନ ୩୫ ଗ୍ରାମ୍‌ ରହିଛି। ଏଥିରେ ୫୦ ପ୍ରତିଶତ ରୁପା, ୪୦ ପ୍ରତିଶତ ତମ୍ବା, ୫ ପ୍ରତିଶତ ନିକେଲ୍‌ ଏବଂ ୫ ପ୍ରତିଶତ ଦସ୍ତା ରହିଛି। ଏହାର ସମ୍ମୁଖ ଭାଗରେ ଅଶୋକ ସ୍ତମ୍ଭ ରହିଛି। ଏଠାରେ ଇଂଲିଶ୍‌ରେ ଇଣ୍ଡିଆ ଏବଂ ହିନ୍ଦୀରେ ଭାରତ ଲେଖାଯାଇଛି ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.