April 16, 2024

ହକି ବିଶ୍ଵକପ ଫାଇନାଲ ; ବେଲଜିୟମ-ନେଦରଲାଣ୍ଡସ୍ ମୁକାବିଲା

1 min read
Hockey-world-cup-Aajira-Odisha

ଆଓରି-ଭୁବନେଶ୍ଵର(୧୫/୧୨) : ଅଷ୍ଟ୍ରେଲିଆକୁ ପେନାଲଟି ସୁଟ୍ ଆଉଟରେ ହରାଇ ଫାଇନାଲକୁ ଗଲା ନେଦରଲାଣ୍ଡସ୍ । ଆଜି ସନ୍ଧ୍ୟାରେ ଦ୍ୱିତୀୟ ମ୍ୟାଚ୍ ୭ଟାରେ ଆରମ୍ଭ ହୋଇଥିଲା । ଆସନ୍ତାକାଲି ଫାଇନାଲରେ ବେଲଜିୟମକୁ ଭେଟିବ ଟିମ୍ ନେଦରଲାଣ୍ଡସ୍ । ପୂର୍ବ ମ୍ୟାଚରେ ଇଂଲଣ୍ଡକୁ ହରାଇ ବେଲଜିୟମ ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିଲା । ପ୍ରଥମ ଥର ପାଇଁ ଫାଇନାଲରେ ପହଞ୍ଚିଛି ବେଲଜିୟମ । ଉଭୟ ଦମଦାର ଟିମ୍ ହୋଇଥିବାରୁ ଫାଇନାଲ ମ୍ୟାଚ୍ ଅତ୍ୟନ୍ତ ରୋମାଞ୍ଚକର ହୋଇପାରେ  ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.