April 18, 2024

ୟାସ୍ ପାଇଁ କମିଲା ସଂକ୍ରମଣ: ଆଜି ୬୭୩୬ ପଜିଟିଭ୍ ଚିହ୍ନଟ

1 min read

ଆଓରି-ଭୁବନେଶ୍ଵର(୨୭/୦୫) : ଓଡ଼ିଶାରେ ତାଣ୍ଡବ ରଚିଛି ବାତ୍ୟା ୟାସ୍ । ଆଉ ଇତି ମଧ୍ୟରେ ସମ୍ଭାବ୍ୟ ବାତ୍ୟା ୟାସ୍ କାରଣରୁ ଆଜି ସଂକ୍ରମଣର ମାତ୍ରା କମିଛି ।ବାତ୍ୟା କାରଣରୁ ଟେଷ୍ଟିଂ କମିଥିବା ସମୟରେ ଆଜି ସଂକ୍ରମଣର ମାତ୍ରା ମଧ୍ୟ କମିଛି ।ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୬୭୩୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୭୩୨୭୩୯ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ୨୯୬୨ ଜଣ ସ୍ଥାନୀୟ ବାସିନ୍ଦା ରହିଥିବା ବେଳେ ୩୭୭୪ ଜଣ କ୍ବାରେଣ୍ଟାଇନ୍‌ରେ ରହିଛନ୍ତି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.