ଆଇପିଏଲ – ୨୦୨୧: ସେପ୍ଟେମ୍ବର ୧୯ରୁ ୟୁଏଇରେ ଖେଳାଯିବ ଅବଶିଷ୍ଟ ମ୍ୟାଚ୍
1 min read
ଆଓରି-ନୂଆଦିଲ୍ଲୀ(୦୭/୦୬) : କରୋନା ମହାମାରୀ ପାଇଁ ସ୍ଥଗିତ ଥିବା ଆଇପିଏଲ – ୨୦୨୧ର ଅବଶିଷ୍ଟ ମ୍ୟାଚ୍ ଆସନ୍ତା ସେପ୍ଟେମ୍ବର ମାସ ୧୯ ତାରିଖରୁ ଖେଳାଯିବ। ୟୁଏଇରେ ସମସ୍ତ ବଳକା ମ୍ଯାଚ ଗୁଡିକ ଖେଳାଯିବ। ସେହିପରି ଅକ୍ଟୋବର ୧୫ ତାରିଖରେ ଆଇପିଏଲର ଚଳିତ ସିଜିନର ଫାଇନାଲ୍ ମ୍ଯାଚ ଅନୁଷ୍ଠିତ ହେବ।