April 19, 2024

୧୪୩ ରନରେ ଆୟରଲାଣ୍ଡକୁ ହରାଇଲା ଭାରତ

1 min read

ଆଓରି-ବୁରୋ(୩୦/୬) : ଭାରତ-ଆର୍ୟରଲାଣ୍ଡ ଦ୍ୱିତୀୟ ଟି୨୦ରେ ଭାରତ ଆର୍ୟରଲାଣ୍ଡକୁ ୧୪୩ ରନରେ ହରାଇଦେଇଛି। ଭାରତ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଙ୍ଗ କରି ଚାରି ଜଣକୁ ହରାଇ ଦଳ ୨୧୪ ରନର ଟାର୍ଗେଟ ଦେଇଥିଲା। ଆର୍ୟରଲାଣ୍ଡ ସମସ୍ତ ୱିକେଟ ହରାଇ ମାତ୍ର ୭୦ ରନ କରିଥିଲ। ଭାରତ ପ୍ରଥମ ଇଂନିସରେ କେ.ଏଲ.ରାହୁଲ ଦମଦାର ବ୍ୟାଟିଙ୍ଗ କରିଥିଲେ। ରାହୁଲ ୩୬ ବଲରେ ୭୦ ରନ କରିଥିଲେ। ସୁରେଶ ରାଇନା ମଧ୍ୟ ୪୫ ବଲରେ ୬୯ ରନ କରି ଦଳ ରନକୁ ଏକ ଉଚ୍ଚ ସ୍ତରରେ ପହଞ୍ଚାଇଥିଲେ। ସେହିପରି ଦ୍ୱିତୀୟ ଇଂନିସରେ ମଧ୍ୟ ଭାରତ ଭଲ ପଦର୍ଶନ କରିଥିଲା। କୁଲଦିପ ନାୟର ୧୬ ଦେଇ ୩ଟି ୱିକେଟ ନେଇଥିଲେ। ସେହିପରି ଚହଲ ମଧ୍ୟ ୩ଟି ୱିକେଟ ନେଇଥିଲେ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.