December 1, 2022

ପୁରୁଷ ହକି ବିଶ୍ୱକପ୍‌ ୨୦୧୮: ଆରମ୍ଭ ହେଲା ଅନଲାଇନ୍ ଟିକଟ୍‌ ବିକ୍ରି

1 min read

ଆ.ଓ.ରି-ପୁରୁଷ ହକି ବିଶ୍ୱକପ୍‌ ୨୦୧୮ ପାଇଁ ଅନଲାଇନ୍ ଟିକଟ୍‌ ବିକ୍ରି ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମଧ୍ୟାହ୍ନରେ ସଚିବାଳୟ ପରିସରରେ ଅନ୍‌ଲାଇନ ଟିକଟ ବିକ୍ରି ଶୁଭାରମ୍ଭ କରିଛନ୍ତି।

ଦର୍ଶକମାନେ ଟିକଟ୍‌ http://in.ticketgenie.in ରେ ଅନ୍‌ଲାଇନ ଟିକଟ୍‌ ବୁକିଂ କରିପାରିବେ। ନଭେମ୍ବର ୨୮ରୁ ଆରମ୍ଭ ହୋଇ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡ଼ିୟମରେ ଏହି ବିଶ୍ୱକପ୍‌ ଖେଳାଯିବ।

 

Leave a Reply

Your email address will not be published.

Copyright © All rights reserved. | Newsphere by AF themes.