March 28, 2023

ଡିଆରଡିଓ ତରଫରୁ ଓଡ଼ିଶାରେ ବ୍ରହ୍ମୋସ୍‌ର ସଫଳର ପରୀକ୍ଷଣ

1 min read
Brahmos-Misile-Aajira-Odisha

ଆଓରି-ଭୁବନେଶ୍ଵର(୩୦/୦୯) : ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ (ଡିଆରଡିଓ) ତରଫରୁ  ସୋମବାର ଦିନ ଓଡ଼ିଶା ମାଟିରେ ବ୍ରହ୍ମୋସ ସୁପରସୋନିକ୍‌ କ୍ରୁଜ୍‌ ମିଶାଇଲ୍‌ର ସଫଳ ପରୀକ୍ଷଣ କରାଯାଇଛି । ଏହି ମିଶାଇଲ୍‌ର ଶକ୍ତି ସତ୍ରୁକୁ ଦମନ କରିବାରେ ମୁଖ୍ୟ ଭୁମିକା ଗ୍ରହଣ କରିବ ଯାହାକି ଆଖି ପିଛୁଳାକେ ସତ୍ରୁର ସଙ୍ଗଠିତ କ୍ୟାମ୍ପକୁ ନଷ୍ଟ କରିଦେବ । ତେବେ ଏହା ପୁର୍ବରୁ ଡିଆରଡିଓ ତରଫରୁ  ଆନ୍ଧ୍ର ପ୍ରଦେଶର କର୍ନୁଲରେ ଫାଇରିଙ୍ଗ ରେଞ୍ଜରୁ ‘ମେନ୍‌ ପୋର୍ଟେବଲ ଆଣ୍ଟି ଟ୍ୟାଙ୍କ ଗାଇଡେଡ୍‌ ମିଶାଇଲ୍‌ ସିଷ୍ଟମ’ର ସଫଳ ପରୀକ୍ଷଣ କରିଥିଲା ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.