April 19, 2024

ଆନ୍ତର୍ଜାତୀୟ

Narendra-Modi-Felicitated-as-Zayed-Medal-Aajira-Odisha 1 min read

ଆଓରି-ନୂଆଦିଲ୍ଲୀ ବ୍ୟୁରୋ (୦୪/୦୪) : ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗୁରୁବାର ସଂଯୁକ୍ତ ଆରବ ଇମିରେଟ୍ସ (ୟୁଏଇ)ର ସର୍ବୋଚ୍ଚ ସମ୍ମାନ ‘ଜାୟେଦ ମେଡାଲ’ରେ ସମ୍ମାନିତ କରାଯାଇଛି। ୟୁଏଇ...

Masood-Azhar-Aajira-Odisha 1 min read

ଆଓରି-ନୂଆଦିଲ୍ଲୀ(୧୪/୦୩) : ଆତଙ୍କବାଦୀ ସଂଗଠନ ଜୈଶ୍-ଏ-ମହମ୍ମଦର ମୁଖ୍ୟ ମସୁଦ୍ ଅଜହରକୁ ପୁଣି ସୁରକ୍ଷା ଦେଲା ଚୀନ ଜାତିସଂଘ। ସୁରକ୍ଷା ପରିଷଦରେ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା ପ୍ରସ୍ତାବ ଉପରେ...

1 min read

ଆଓରି-ନୂଆଦିଲ୍ଲୀ(୨୮/୦୨) : ଭାରତ-ପାକିସ୍ତାନ ମଧ୍ୟ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଏହାରି ଭିତରେ ଆମେରିକା ରାଷ୍ଟ୍ରପତିଙ୍କ ବଡ ବୟାନ ସାମ୍ନାକୁ ଆସିଛି । ଭିଏତନାମର ହନାଇରେ...

Donald-Trump-Slammed-Pakistan-Aajira-Odisha 1 min read

ଆଓରି-ନୂଆଦିଲ୍ଲୀ(୨୩/୦୨) : ପାକିସ୍ତାନକୁ ଆମେରିକାର କଡା ସମାଲୋଚନା । ପୁଲୱାମା ଆକ୍ରମଣ ପରେ ପାକିସ୍ତାନକୁ କଡା ନିନ୍ଦା କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆତଙ୍କବାଦ ପ୍ରସଙ୍ଗରେ...

1 min read

ଆଓରି-ନୂଆଦିଲ୍ଲୀ(୩୧/୧୨) : ବାଂଲାଦେଶର ଚତୁର୍ଥ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ଶେଖ୍ ହସିନା । ଶେଖ୍ ହସିନାଙ୍କ ଦଳ ‘ଆୱାମୀ ଲିଗ୍‌’ର ତୃତୀୟ ଥର ବିପୁଳ...

Indonesia-Tsunami-Aajira-Odisha 1 min read

ଆଓରି-ନୂଆଦିଲ୍ଲୀ(୨୬/୧୨) : ଇଣ୍ଡୋନେସିଆରେ ସୁନାମି ବିପର୍ଯ୍ୟୟଜନିତ ଭୟଙ୍କର କ୍ଷୟକ୍ଷତି ଏବେ ସାମ୍ନାକୁ ଆସିଛି। ପୀଡ଼ିତଙ୍କ ପାଇଁ ସରକାର ସ୍ଥାପନ କରିଥିବା ବିଭିନ୍ନ ଶିବିରରେ ଏବେ ୧୦,୦୦୦ରୁ ଊର୍ଦ୍ଧ୍ଵ ଲୋକ...

INDONESIA_TSUNAMI-Aajira-Odisha 1 min read

ଆଓରି-ନୂଆଦିଲ୍ଲୀ ବ୍ୟୁରୋ(୨୩/୧୨) : ଶନିବାର ଦିନ ଇଣ୍ଡୋନେସିଆରେ ସୁନାମି ଆସିବାରୁ ଲୋକଙ୍କ ମୃତ୍ୟୁ ସଂଖ୍ୟା ଏଯାବତ୍‌ ୧୬୮ରେ ପହଞ୍ଚିଛି। ଏଥିସହ ପ୍ରାୟ ୭୪୫ରୁ ଅଧିକ ଲୋକ ଆହତ...

1 min read

ଆଓରି-ନୂଆଦିଲ୍ଲୀ ବ୍ୟୁରୋ(୦୧/୧୨) : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ହର୍ବର୍ଟ ୱାକର ବୁଶଙ୍କର ଦେହାନ୍ତ । ୯୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ବୁଶ...

Aajira-Odisha 1 min read

ଆଓରି-ନୂଆଦିଲ୍ଲୀ ବ୍ୟୁରୋ(୩୦/୧୦) : ଭାରତ-ଜାପାନ ବାର୍ଷିକ ସମ୍ମିଳନୀର ତ୍ରୟୋଦଶ ସଂସ୍କରଣରେ ଯୋଗଦେବାକୁ ଜାପାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି ଯେ ଭାରତରେ ଗୋଟିଏ...

Aajira-Odisha 1 min read

ଆଓରି-ନୂଆଦିଲ୍ଲୀ(୨୯/୧୦) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୋକିଓଠାରେ ଭାରତୀୟମାନଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଛନ୍ତି। ଏହି ଅବସରରେ ସେ ଜାପାନର ପ୍ରଧାନମନ୍ତ୍ରୀ ସିଂଜୋ ଆବେଙ୍କୁ...

Copyright © Aajiraodisha All rights reserved. | Newsphere by AF themes.