March 22, 2023

ମେ’ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

1 min read

ଆଓରି-ଭୁବନେଶ୍ଵର(୧୪/୦୫) : ମେ’ ତୃତୀୟ ସପ୍ତାହରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ। ଏ ସମ୍ପର୍କରେ ବୋର୍ଡର ସଭାପତି ଜାହାନ ଆରା ବେଗମ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବାତ୍ୟା ‘ଫନି’ ପାଇଁ ମାଟ୍ରିକ ପରୀକ୍ଷା ଫଳ ବାହାରିବାରେ ବିଳମ୍ବ ହୋଇଛି। ତେବେ ନିର୍ଦ୍ଧିଷ୍ଟ କେତେ ତାରିଖରେ ପରୀକ୍ଷା ଫଳ ବାହାରିବ ତାହା ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ପରୀକ୍ଷା ଫଳ ନିର୍ଭୁଲ ଓ ତ୍ରୁଟିଶୂନ୍ୟ କରିବାକୁ ସମୟ ଲାଗୁଥିବା ମାଧ୍ୟମିକ ଶିକ୍ଷା  ବୋର୍ଡର ସମ୍ପାଦକ ରାମାଶିଷ ହାଜରା ସୂଚନା ଦେଇଛନ୍ତି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.