March 18, 2023

ଏସଟିଏଫ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ; ୭ ଜଣ ମାଓବାଦୀ ମୃତ

1 min read
7-Maoist-dead-in-encounter-aajira-odisha

ଆଓରି-ଭୁବନେଶ୍ଵର(୨୭/୦୭) : ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବସ୍ତର ଜିଲା ତିରିଆମାଚକଟ ଜଙ୍ଗଲରେ ଶନିବାର ଡ଼ିଆରଜି , ଏସଟିଏଫ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ​​‌ହୋଇଥିଲା। ଏଥିରେ ୭ ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଘଟଣା ସ୍ଥଳରୁ ବିପୁଳ ମାତ୍ରାରେ ମାଓ ସାମଗ୍ରୀ ସହ ବନ୍ଧୁକ ଜବତ ହୋଇଛି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.