April 16, 2024

ଦଲେର ମେହନ୍ଦିଙ୍କୁ ୨ ବର୍ଷ ଜେଲ୍‌, ଜାମିନ ହେଲା ମଞ୍ଜୁର

1 min read
delar-mehendi

ନୂଆଦିଲ୍ଲୀ (ଆଓରି) ୧୭-୩: ମାନବ ଚାଲାଣ ମାମଲାରେ ଆଜି ପଞ୍ଜାବର ପପ୍ଗାୟକ ଦଲେର ମେହନ୍ଦି ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ପଞ୍ଜାବର ଏକ ଅଦାଲତ ୨୦୦୩ ମସିହାର ଏକ ମାମଲାରେ ଦଲେରଙ୍କୁ ଦୋଷୀ ସାବ୍ୟସ୍ତ କରି ବର୍ଷ ଜେଲ୍ଦଣ୍ଡ ଶୁଣାଇଛନ୍ତି। ତେବେ ଦଣ୍ଡାଦେଶ ପରେ ଦଲେରଙ୍କୁ ଜାମିନ ମିଳିଛି। ଜାମିନ ମଞ୍ଜୁର ହୋଇଥିବାରୁ ଦଲେର ତାଙ୍କ ବିରୋଧରେ ଆସିଥିବା ରାୟକୁ ଚ୍ୟାଲେଞ୍ଜ କରି ଉଚ୍ଚ ନ୍ୟାୟାଳୟରେ ଆବେଦନ କରିବେ ବୋଲି ପ୍ରକାଶ କରିଛନ୍ତି |

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.